ଶ୍ରୀମନ୍ଦିରର ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ଆଜି ପ୍ରିୟଦର୍ଶନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭେଟି ଜଗନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ମଠରୁ ମିଳିଥିବା ରୁପା ଇଟା ଏବଂ ଦଶ ଅବତାର ମୂର୍ତ୍ତି ଓ ବିଭିନ୍ନ ଦାବିପତ୍ର ରାଜ୍ୟପାଳଙ୍କୁ ଜଣାଇଥିଲେ । ଏଥିସହିତ ବରିଷ୍ଠ ବାଡ଼ଗ୍ରାହୀ ରାମଦାସ ମହାପାତ୍ର ମଧ୍ୟ ପୁରୀର ନାମ ପରିବର୍ତନ ନ ହେବା ଲାଗି ରାଜ୍ୟପାଳଙ୍କୁ ଭେଟିଥିଲେ ।

Leave a Reply

Your email address will not be published.