କଟକ, (ନାଗରାଜ ନ୍ୟୁଜ): ଗିରଫ ହେଲେ ନୂଆପଡା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠି।ଆୟ ଠାରୁ ୫୭୦ ଗୁଣା ସମ୍ପତି ଠୁଳ କରିଥିଲେ । ମୋଟ ୬ କୋଟି ୪୩ ଲକ୍ଷ ଟଙ୍କା ର ସମ୍ପତି ଠାବ କରିଛି ଭିଜିଲାନ୍ସ । ରତ୍ନାକରଙ୍କ ସ୍ତ୍ରୀ ନାରେ ମାମଲା ରୁଜୁ ହୋଇଛି । ଏବଂ ତଦନ୍ତ ଜାରି ରହିଛି । ଆବଶ୍ୟକ ପଡିଲେ ଗିରଫ କରାଯିବ। ଏନେଇ ଭିଜିଲାନ୍ସ ଏସିପି ସୂଚନା ଦେଇଛନ୍ତି ।