ମହୁରୁଣ୍ଡି ଅଙ୍ଗନବାଡିକେନ୍ଦ୍ର ଠାରେ ଟୀକାକରଣ ଦିବସ

ଖପ୍ରାଖୋଲ,(ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଅଙ୍ଗନବାଡି କେନ୍ଦ୍ରଠାରେ ଆଜି ଟୀକାକରଣ କେନ୍ଦ୍ରରେ ଶିଶୁମାନଙ୍କୁ ଟୀକା ଦିଆହୋଉଥିଲା । ଓ ଭିଟାମିନ ‘ ଏ ‘ ସୋଲୁସନ ମଧ୍ୟ ଖୁଆଯାଉଥିଲା । ସେହି ଭିଟାମିନ ‘ ଏ ‘ ସୋଲୁସନ ବର୍ଷକୁ ୨ ଥର ଫେବୃଆରୀ ଓ ଅଗଷ୍ଟ ମାସରେ ଖୁଆଯାଏ ବୋଲି ଏ.ଏନ୍.ଏମ୍ – ରିତାଞ୍ଜଳୀ ସାହୁ ଓ ତପସ୍ୱିନୀ ପ୍ରଧାନ ସହ ଆଶା ଜମ୍ବୋବତୀ ମୁଣ୍ଡା ସୂଚନା ଦେଇଥିଲେ ।

Leave a Reply

Your email address will not be published.