ବନବିଭାଗ ଦ୍ବାରା ବେଆଇନ କରତକଳ ଉପରେ ଚଢ଼ାଉ

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବନବିଭାଗ ପଖ୍ୟରୁ ବସ୍ତା ବ୍ଲକ ବର୍ତ୍ତନା ଠାରେ ଥିବା ବେଆଇନ କରତକଳ ଉପରେ ଚଢ଼ାଉ । ଡିଏଫଓ(DFO) ପ୍ରସହ୍ନ ଆଚାର୍ଯ୍ୟ, ରେଞ୍ଜର ପୂର୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ଆଠ ଜଣିଆ ଟିମର ଉପସ୍ଥିତିରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମେସିନ ଓ କାଠ ଜବଦ ହୋଇଛି । ଗ୍ୟାସ କଟର ସାହାଯ୍ୟରେ କାଠ କଟା ମେସିନକୁ କାଟି ନେଇଯାଇଥିଲେ । ଟ୍ରାକ୍ଟରରେ ସମସ୍ତ ମେସିନାରୀ ଯନ୍ତ୍ରପାତି ଓ ମୂଲ୍ୟବାନ କାଠକୁ ନେଇ ଯାଇଥିଲେ ।

Leave a Reply

Your email address will not be published.