୧୩ ବର୍ଷର ନାବାଳକକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ

କଟକ, (ନାଗରାଜ ନ୍ୟୁଜ): ବଡ ମେଡିକାଲ ପରିସରରୁ ମୋବାଇଲ ଚୋରି ଅଭିଯୋଗରେ ୧୩ ବର୍ଷର ନାବାଳକକୁ ତିନିଦିନ ଧରି ହାଜତ ରେ ରଖିଥିଲେ scb ମେଡିକାଲ ଫାଣ୍ଡି ଅଧିକାରୀ । ଏକ ବିଶେଷ ସୂତ୍ରରୁ ଖବର ପାଇ ଚାଇଲ୍ଡ ହେଲ୍ପ ଲାଇନ ଏହି ଶିଶୁଟିକୁ ଉଦ୍ଧାର କରିଛି । ଏନେଇ ପୋଲିସ ର କୌଣସି ପତିକ୍ରିୟ ମିଳିପାରିନାହିଁ । ପିଲାଟି ଝାରଖଣ୍ଡ ର ବୋଲି ଜଣାପଡ଼ିଛି।

Leave a Reply

Your email address will not be published.