ତୁଳସୀଡୁଙ୍ଗୁରି ଗ୍ରାମରେ ପିଇବା ପାଣି ପାଇଁ ହନ୍ତସନ୍ତ

ପାଟଣାଗଡ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକର ତୁଳସୀଡୁଙ୍ଗୁରି ଗ୍ରାମରେ ପିଇବା ପାଣି ପାଇଁ ହନ୍ତସନ୍ତ । ଗାଁମାନଙ୍କରେ ସରକାର ଲୋକଙ୍କୁ ପାଣି ଯୋଗାଇ ଦେଇଛନ୍ତି । ହେଲେ ଛଅ ଦିନ ହେଲା ନଳ କୂଅ ବନ୍ଦ ରହିଛି । ଗାଁ ମଝିରେ ନଳ କୂଅ ଅଛି । ହେଲେ ସେହି ଉପରେ ବହୁତ ଲୋକେ ନିର୍ଭର କରୁଛନ୍ତି  । ସରପଞ୍ଚଙ୍କୁ ଅଭିଯୋଗ କେଲେ ମଧ୍ୟ କିଛି ସଫଳ ମିଳିନାହିଁ । ଯାହା ଦ୍ୱାର ଗାଁ ଲୋକଙ୍କ ମନରେ ଅଶାନ୍ତି ଦେଖାଦେଇଛି । ସେଥିପାଇଁ ଦେଖିବାକୁ ବାକି ରହିଲା କେବେ ଶୁଣିବ ପ୍ରଶାସନ  ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.