ଥମୁନି ଦାଦନ ଦୁଃଖ, ଶ୍ରମିକ ହୋଇ ଯାଇଥିଲେ ଶବ ହୋଇ ଫେରିଲେ

ପାଟଣାଗଡ଼,(ନାଗରାଜ ନ୍ୟୁଜ): ପାଟଣାଗଡ଼ ଥମୁନି ଦାଦନ ଦୁଃଖ ୨୪ଘଣ୍ଟା ନ ପୁରୁଣୁ ବେଲପଡ଼ା ବ୍ଲକ ଖଲଖଲି ଗାଁ ର ଶବ ପହଞ୍ଚିଲା ବେଲପଡ଼ା ରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଖଲ ଖଲି ଗାଁ ର ଜଗ ଦିଶ ମାଝୀ।(୪୦) ଙ୍କ ୱାରଙ୍ଗଲ କୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଶ୍ରମିକ ଜଗ ଦିଶ ମାଝୀ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଛି। ମୃତକର ପରିବାର ର ସ୍ତ୍ରୀ ତିନି ଝିଅ ଓ ଗୋଟିଏ ପୁଅ ସହିତ ୱାରଙ୍ଗଲ କୁ ଖଲିପଥର ଗାଁ ର ଦାଦନ ଦଲାଲ ମହିନ୍ଦ୍ର ସୁନା ୮୫ ହଜାର ଟଙ୍କା ବାଇନା ୱାରଙ୍ଗଲ କୁ ଇଟା ଗଢ଼ିବା କୁ ଦୀର୍ଘ ୬ ମାସ ହେବ ୱାରଙ୍ଗଲ କୁ ନେଇ ଥିଲେ। ହେଲେ ସେଠାରେ ଖରା ରେ କାମ କରିବାକୁ ବାଧ୍ଯ କରୁଥିଲା। ସେଠାରେ ମୃତକ ଶ୍ରମିକ ଜଗ ଦିଶ ମାଝୀ ଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ପରେ ତାଙ୍କୁ ଚିକିତ୍ସା ନକରି ଘରକୁ ପଠାଇ ଦେଇଥିଲା ରେଲୱେ ଷ୍ଟେସନ ରେ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିଲା। ପରେ ଶ୍ରମିକ ପରିବାର ଏକ ଆମ୍ବୁଲାନ୍ସ ରେ ଶବ କୁ ନିଜ ଭିଟାମାଟି କୁ ନେଇ ଆସିଥିଲେ।ପରେ ଦାଦନ।ଦଲାଲ।ମହିନ୍ଦ୍ରା ସୁନା ୯୦ ହାଜର ଟଙ୍କା ଦେଇ ମୃତକର ପରିବାର କୁ ଦେଇ । ଚାପ ପ୍ରୟୋଗ କରିବା ସହ ଶବକୁ ଦାହ କରିବା ପାଇଁ କହିଥିଲେ। ହେଲେ ସାତ ଦିନ ନ ପୁରୁଣୁ ବେଲପଡ଼ା ବ୍ଲକ୍ ର ଯୁବ ,ସୁଲେକେଳା ,ଏବଂ ଆଜି ଖଲ ଖଲି ଗାଁ ରେ ଶବ ପହଞ୍ଚିଛି । ହେଲେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ କିଭଲି ପଦେକ୍ଷପ ଗ୍ରହଣ କରୁଛି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published.