ସ୍ୱର୍ଗତ କାଳନ୍ଦୀ ଚରଣ ରାଉତଙ୍କ ସ୍ମୃତିରେ ଆମ୍ବୁଲାନ୍ସ ଲୋକାର୍ପଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଉପାନ୍ତ ସୋରିସିଆ ପଦା ପଞ୍ଚାୟତ ର ମହିଷୀଆ କଡା ଯାତ୍ରା ମଣ୍ଡପ ଠାରେ, ସ୍ୱର୍ଗତ କାଳନ୍ଦୀ ଚରଣ ରାଉତ ଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କର ସୁପୁତ୍ର ତଥା ସୋରିସିଆ ପଦା ପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର ରାଉତ ଙ୍କ ଦ୍ୱାରା ଆୟୋଜିତ ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଏବଂ ସନମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଗଁଦିଆ ବ୍ଲକ ଅଧକ୍ଷା ରୀନାରାଣୀ ଖଟୁଆ, ଉପାଧ୍ୟାକ୍ଷା ମମତା ସାମଲ,ବିଡ଼ିଓ ଆଶିଷ ରଞ୍ଜନ ସାହୁ,ବିଜୁ ଜନତା ଦଳର ସଭାପତି ବିଶ୍ଵନାଥ ଜେନା ଉପସ୍ଥିତ ରହି ସ୍ବର୍ଗତ କାଳନ୍ଦୀ ଚରଣ ରାଉତ ଙ୍କ ସ୍ମୃତି ଚାରଣ କରିବାସହ, ଆମ୍ବୁଲାନ୍ସ ବେବହାର ସ୍ଵମ୍ବନ୍ଧରେ ସଚେତନତା ପ୍ରଦାନ କରିଥିଲେ lକାଳନ୍ଦୀ ଚରଣ ରାଉତ ଚ୍ୟାରିଟେବୁଲ ଟ୍ରଷ୍ଟ ର ଟ୍ରଷ୍ଟି ପ୍ରଦୀପ କୁମାର ରାଉତ ସ୍ୱର୍ଗତ କାଳନ୍ଦୀ ଚରଣ ରାଉତ ଙ୍କ ସ୍ମୃତି ଚାରଣ କରିବାସହ ଅଧିୟୁଷ, ଆଦିବାସୀ ବହୁଳ ଅଂଚଳରେ ଉକ୍ତ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ ମାଗଣା ରେ ଗରିବ ମାନଙ୍କୁ ସୁଭିଧା ଯୋଗାଇବ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.