ବନବିଭାଗ ପକ୍ଷରୁ ଏକ ସଭା ଆୟୋଜିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲଟାବାଇଁଶିଆ ବନସୁରକ୍ଷା ସମିତିରେ ଆଜି ଏକ ସଭା ଆୟୋଜନ କରାଯାଇଛି । ଏହି ସଭାରେ ଭୁବନେଶ୍ୱର ବନାଞ୍ଚଳ ପ୍ରକଳ୍ପ ଉନୟନ ଏବଂ ଉତ୍ତର ପ୍ରଦେଶରୁ ଉଚ୍ଚ ଅଧିକାରୀମାନେ ଯୋଗଦେଇଥିଲେ । ବନ ବିଭାଗ ଦ୍ୱାରା କିପରି ଜଙ୍ଗଲ ଓ ଜୀବିକାର ବିଭିନ୍ନ ଉନତିମୂଳକ ଯୋଜନା କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ସିଧାସଳଖ ଜଙ୍ଗଲ ପରିଦର୍ଶନ କରି ଜଙ୍ଗଲର ସ୍ଥିତି ପରଖିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.