ଆସନ୍ତାକାଲି ମହାପ୍ରଭୁଙ୍କ ରଥ ଯାତ୍ରା

ପୁରୀ,(ନାଗରାଜ ନ୍ୟୁଜ): ଆସନ୍ତାକାଲି ମହାପ୍ରଭୁଙ୍କ ରଥ ଯାତ୍ରା ବା ଘୋଷଯାତ୍ରା । ଆଜି ବିଶ୍ୱ ନିୟନ୍ତା ଙ୍କର ରଥ ରାଜା ନହର ଠାରୁ ସମ୍ପୂର୍ଣ କାର୍ଯ୍ୟ ଶେଷ ହେବା ପରେ ଶ୍ରୀ ମନ୍ଦିର ସାମ୍ନାକୁ ଟଣା ଯାଇଛି । ଏବେ ଶ୍ରୀ ମନ୍ଦିର ଠାରେ 3ରଥ ଠିଆ ହୋଇଛି । କେତେ ବେଳେ ମହାପ୍ରଭୁ ଙ୍କର ରଥ ବିଜେହେବ ସେ ନେଇ ଭକ୍ତ ଙ୍କ ମନରେ ଉତ୍କଣ୍ଠା ଦେଖା ଯାଇଛି । ଗତ 2ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ସମ୍ପର୍ଣ ହୋଇ ଥିବା ବେଳେ ଏ ବର୍ଷ ଭକ୍ତ ଙ୍କ ଗ୍ରହଣ ରେ ରଥ ଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରଶାସନ ପକ୍ଷରୁ ବହୁତ ବ୍ୟବସ୍ତା କରାଯାଇଛି । ପ୍ରଚଣ୍ଡ ଖରା ରୁ ରକ୍ଷା ପାଇବା ପାଇଁ ଦମକଳ ବାହିନୀ ପାଣି ସ୍ପ୍ରେ କରି ଭକ୍ତଙ୍କୁ ସେବା କରୁଥିବାବେଳେ କିଛି ଅନୁଷ୍ଠାନ ଭକ୍ତଙ୍କୁ ସେବା ଯୋଗେଇଥିବାର ଦେଖାଯାଇଛି ।

Leave a Reply

Your email address will not be published.