ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା

ପୁରୀ,(ନାଗରାଜ ନ୍ୟୁଜ): ଆଜି ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା  l ୨ ବର୍ଷ ହେବ ବିନା ଭକ୍ତରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏ ବର୍ଷ ଭକ୍ତଙ୍କ ଗ୍ରହଣରେ ରଥ ଯାତ୍ରା ଅନୁଷ୍ଠିତ ହେଉଛି l ମହାପ୍ରଭୁ ଭାଇ ବଲଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ରତ୍ନ ସିଂହାସନରୁ ପହଣ୍ଡି ବିଜେହୋଇ ରଥାରୁଢ଼ା ହେଲେଣି l  ଆଉ ମାତ୍ର କିଛି ସମୟ ମଧ୍ୟରେ ରଥ ଟଣା ଆରମ୍ଭ ହେବ l ଏବର୍ଷ ରଥ ଯାତ୍ରାରେ ବହୁତ ଭକ୍ତଙ୍କ ସମାଗମ ହୋଇଛି l

Leave a Reply

Your email address will not be published.