ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ର ଚଢ଼ାଉ ବେଳେ ୪୨୦ ଗ୍ରାମ ବ୍ରାଉନ ସୁଗାର ଜବତ

କଟକ, (ନାଗରାଜ ନ୍ୟୁଜ): କଟକ ନଖରା ଛକ ରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ର ଚଢ଼ାଉ ବେଳେ ୪୨୦ ଗ୍ରାମ ବ୍ରାଉନ ସୁଗାର ଜବତ। ଭଦ୍ରକ ରୁ ନିଆଳି ଆସୁଥିବା ବେଳେ ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକକ ଉମାକାନ୍ତ ସ୍ୱାଇଁ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ।ଏହାର ଆନୁମାନିକ ମୂଲ୍ୟ ୪୨ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଘଟଣାରେ ନିଆଳି ଅଞ୍ଚଳର ସମରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ।

Leave a Reply

Your email address will not be published.