ବାଲୁକା ଚିତ୍ରକଳା ମାଧ୍ୟମରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା

ପୁରୀ, (ନାଗରାଜ ନ୍ୟୁଜ): ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବଚନ ରେ ବିଜୟ ହାସଲ କରିଛନ୍ତି। ଏଣୁ ଓଡ଼ିଶା ରେ ସେଲିବ୍ରେଶନ ର ମହୋଲ୍। ଏହି ଅବସର ରେ ବାଲୁକା ଚିତ୍ରକଳା ମାଧ୍ୟମ ରେ ଶୁଭେଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ର ନିଳାଦ୍ରୀ ବିଚ୍ ରେ ଏହି ସୁନ୍ଦର ବାଲୁକା ଚିତ୍ରକଳା ଟି ତିଆରି କରାଯାଇ ଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତିକୃତି ଏହି ବାଲୁକା ଚିତ୍ରକଳା ରେ ସ୍ଥାନ ପାଇଛି।

Leave a Reply

Your email address will not be published.