ମାମଲା ଉଠାଇବାକୁ ମହିଳାଙ୍କୁ ଧମକ ଦେଲା ସ୍ବାମୀ

କଟକ,( ନାଗରାଜ ନ୍ୟୁଜ): ପତ୍ନୀ କରିଥିବା ଯୌତୁକ ନିର୍ଯାତନା ମାମଲାକୁ କୋର୍ଟରୁ ଉଠାଇ ନେବା ପାଈ ସ୍ଵାମୀ ଧମକ ଦେଉଛନ୍ତି . ଏ ପରିକି ସ୍ତ୍ରୀ ନାମରେ ସୋସିଆଲ ମିଡିଆରେ ମିଛ ବଦନାମ କରୁଛନ୍ତି ସ୍ତ୍ରୀର ଚରିତ୍ରକୁ ସହାର୍ କରୁଛନ୍ତି . ଏଭଳି ଅଭିଯୋଗ ହୋଇଛି ଚୌଦ୍ୱାର ଥାନାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦ ପୁରର ବସନ୍ତ କୁମାର ପାଳଙ୍କ ପୁତ୍ର ଉତ୍କଳ କେଶରୀ ପାଳ . ଯିଏ କି ଜାଣେ କ୍ରିମିନାଲ ମାଇଣ୍ଡ ରଖି ସ୍ତ୍ରୀକୁ ସବୁ ବେଳେ ହଇରାଣ କରୁଛନ୍ତି . ଚୌଦ୍ୱାର ବେହେରା ସାହିର କଲ୍ୟାଣୀ ବେହେରା ଏନେଇ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି . ଅଭିଯୋଗକୁ ନେଇ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି . ଏନେଇ ଚୌଦ୍ୱାର ପୋଲିସ ତଦନ୍ତ ଜାରି ରଖିଛି . ଦୋଷୀକୁ ଗିରଫ କରିବା ସହ ତାଙ୍କ ପରିବାରକୁ ଆଇନ ର ସୁରକ୍ଷା ପ୍ରଦାନ କରିବାକୁ କଲ୍ୟାଣୀ ପୋଲିସ୍ କୁ ଅନୁରୋଧ କରିଛନ୍ତି .

Leave a Reply

Your email address will not be published.