ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ହାଇକୋର୍ଟରେ କଲେ ଆଗୁଆ ଜାମିନ୍ ଆବେଦନ

କଟକ, (ନାଗରାଜ ନ୍ୟୁଜ): ଅନୁଭବଙ୍କ ଜଣେ କର୍ମଚାରୀ କୁ ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ ଶୁଣାଣି କରି କୋର୍ଟ ବର୍ଷା, ତାଙ୍କ ମାଆ ଏବଂ ଝିଆରିକୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ଆଡଭୋକେଟ କୋର୍ଟରେ ଦର୍ଶାଇଥିଲେ ଯେ ମାମଲା ଦିଲ୍ଲୀ ର ହୋଇଥିବାରୁ ମାନ୍ୟବର ହାଇକୋର୍ଟ କୌଣସି ଆଗୁଆ ଜାମିନ ପ୍ରଦାନ କରିବା ଉଚିତ ହେବ ନାହିଁ । ତେବେ ହାଇକୋର୍ଟ ରେ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୮ରେ ଥିବାରୁ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ କୋର୍ଟ ଅନ୍ତରିଣ ସୁରକ୍ଷା ଦେଇଥିଲେ।

Leave a Reply

Your email address will not be published.