ମହିଳାଙ୍କୁ ଜହ୍ନି ତୋଳିବା ହେଲା କାଳ

କଟକ, (ନାଗରାଜ ନ୍ୟୁଜ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଅଚଳକୋଟ ଗ୍ରାମର ନିଆଷା ରାଉତ ବିଲରୁ ଜହ୍ନି ତୋଳିବାକୁ ଯାଉଥିବା ବେଳେ ବାଟରେ ଦଳିଦେଲା ଦନ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜ ତିଗିରିଆ ଥାନା ଅଚଳକୋଟ ଗ୍ରାମରେ । ମୃତ ମହିଳା ହେଲେ ସେହି ଗାଁର ନିଆଶା ରାଉତ। ବନବିଭାଗର ଅଧିକାରୀଙ୍କ ନ ପହଞ୍ଚିବାରୁ ଘଟଣା ସ୍ଥଳରେ ଗାଁ ଲୋକଙ୍କ ଊତ୍ତେଜନା ।

Leave a Reply

Your email address will not be published.