ପୁସ୍ତକ ଲୋକାର୍ପଣ

ପୁରୀ,(ନାଗରାଜ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର dr ଗଣେଶ ଲାଲଙ୍କର କରକମଳରେ ରାଜ୍ୟ ରାଜଭବନରେ ଶ୍ରୀମତି ସୁଜାତା ସିହ୍ନଙ୍କ ଦୁଇଗୋଟି ଗଳ୍ପ ସଂକଳନ.. କଥା ବୋଇତ.. ଏବଂ ଅଳ୍ପ ଅଳ୍ପଗଳ୍ପର ଲୋକାର୍ପଣ ରାଜ୍ୟପାଳଙ୍କ କରକାମଳରେ ହୋଇଯାଇଛି . ଏହାପରେ ଦାରିଙ୍ଗବାଡି ବାଡ଼ିର ବିଶିଷ୍ଟ କବି ପତିତ ପାବନ ରାଉତ ଙ୍କ ରଚିତ କାବ୍ୟ ପୁସ୍ତକ ଅନେକ ଖୋଜିଲାପରେ ଲୋକାର୍ପଣ ହୋଇଯାଇଛି .

Leave a Reply

Your email address will not be published.