ନରସିଂହପୁର ଲେଖକ ସାମୁଖ୍ୟ ତରଫରୁ ମୌସୁମୀ ଅସାର

କଟକ,(ନାଗରାଜ ନ୍ୟୁଜ): ନରସିଂହପୁର ବର୍ଣାଳୀ ସବା ଗୃହ ଠାରେ ମୌସୁମୀ ସାହିତ୍ୟ ଅସାର ଓ ଗଙ୍ଗାଧର ମେହେର ଜୟନ୍ତୀ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ସଭାପତିତ୍ୱରେ ସାଧାରଣ ସମ୍ପାଦକ ଅଇନିଯିବି ଦେବଦତ୍ତ ମଳୟ କୁମାର ବରାଳ ସ୍ୱାଗତ ଅଭିଭାଷଣ ଦେଇଥିଲେ . ଏଥିରେ ମୁଖ୍ୟ ଅତିଥି ପ୍ରଫେସର କୁଳମଣି ବାରିକ ମୁଖ୍ୟବକ୍ତା ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ଆଲୋଚନା କରିଥିଲେ . ଏଥିରେ ସର୍ବଶ୍ରୀ ଦେବରାଜ ସ୍ୱାଇଁ , କଳିଙ୍ଗ କେଶରୀ ପ୍ରଧାନ, ସାମ୍ବାଦିକ କାର୍ତ୍ତିକେଶ୍ୱର ନାଥ , ପ୍ରଶାନ୍ତ କୁମାର ସାହୁ , ବିଚିତ୍ରାନନ୍ଦ ବେହେରା , ମାନସ ରଞ୍ଜନ ସାହୁ, ବୀଣାପାଣି ଜେନା, ରଘୁନାଥ ସ୍ୱାଇଁ, ଶ୍ୟାମସୁନ୍ଦର ଗୋଛି, ବିନାୟକ ମିଶ୍ର, ଚିତ୍ତରଞ୍ଜନ ସାହୁ, ଚିରଞ୍ଜିବି ସାହୁ ବୁଦ୍ଧିମାନ ସାହୁ, କାଦମ୍ବିନୀ ମହାପାତ୍ର ପ୍ରମୁଖ ଯୋଗଦେଇ କବିତା ପାଠ କରିଥିଲେ .

Leave a Reply

Your email address will not be published.