ପ୍ରତିଶୃତି ପରିବାର ପକ୍ଷରୁ ରକ୍ଷା ବନ୍ଧନ

ପୁରୀ,(ନାଗରାଜ ନ୍ୟୁଜ): ପବିତ୍ର ରକ୍ଷା ବନ୍ଧନ ଅବସରରେ ପ୍ରତିଶୃତି ପରିବାରର ସମସ୍ତ ସଦସ୍ୟମାନେ ମିଶି ମହାଉଲ୍ଲାସରେ ଏହି ପର୍ବକୁ ପାଳନ କରିଛନ୍ତି । ପ୍ରତିଶୃତି ଅନୁଷ୍ଠାନର ସଭାପତି ପଦ୍ମ ଚରଣ ମହାପାତ୍ର, ସମ୍ପାଦିକା ପ୍ରିୟଙ୍କା ମହାପାତ୍ର, ସ୍ମିତାଞ୍ଜଳି ପତି, ସୁଦଶା ପଣ୍ଡା, ରଚନା ମହାପାତ୍ର, ପୃନ କାମନା ହୋତା, ଏ ମାଣିକ, ପରମଗୁରୁ ରବିନାରାୟଣ, କୃଷ୍ଣଚନ୍ଦ୍ର, ପ୍ରାଦୁମ୍ନ ଓ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ । ଏହି ପର୍ବକୁ ମହା ଆନନ୍ଦ ମନରେ ପାଳନ କରିଥିଲେ ।

Leave a Reply

Your email address will not be published.