ପୁରୀରୁ ବିଜେଡି ପ୍ରାର୍ଥୀ ହେବେ କିଏ ?

ପୁରୀ, (ନାଗରାଜ ନ୍ୟୁଜ): ପୁରୀରୁ ବିଜେଡି ପ୍ରାର୍ଥୀ ହେବେ କିଏ । ସହରରେ ଚର୍ଚ୍ଚା ଜୋର ଧରିଛି । ସାରା ଓଡ଼ିଶାରେ ପୁରୀରେ ସମସ୍ତଙ୍କ ନଜରେ ଥାଏ । ୨୫ ବର୍ଷ ପରେ ପ୍ରଥମ ଥର ପୁରିର ୫ମ ଥର ଜିତୀ ଆସୁଥିବା ବିଜେଡି ପାର୍ଥୀ ମହେସୈର ମହାନ୍ତିକୁ ହଲାଇ ପୁର୍ବତନ ବିଜେଡି ପୁରୀ ମୁନସିପାଲଟି ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀ ପ୍ରଥମ ଥର ବିଜେପି ଟିକଟ ପାଇ ବର୍ତ୍ତମାନ ବିଧାୟକ ସୁନିବାକୁ ମିଳୁଛି । ବର୍ତ୍ତମାନ ବିଜେଡିର କିଛି ବଡନେତାଙ୍କରେ ଅଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମ୍ପର୍କରେ । ତେଣୁ ୧ ନମ୍ବରରେ ଅଛନ୍ତି । ପୁରୀରୁ ବିଜେଡି ଟିକଟ ପାଇଁ ୨ଅଛନ୍ତି ସଞ୍ଜୟ ଦାସ ବର୍ମା । ଗତଥର ବ୍ରହ୍ମଗିରିରୁ ବିଜେପିଠୁ ହାରିବା ପରେ ସେ ପୁରୀରେ ଏକ ମିଡିଆ ଓ୍ବକସପ ଖୋଲି ତାଙ୍କର ସାରାଦିନର କାର୍ୟ୍ୟକମ ପକାଇ ପୁରୀରେ ଲୋକସମ୍ପର୍କ ଗଣମାଧ୍ୟମ ଦ୍ବାରା ବଢାଇବାରେ ଲାଗିଛନ୍ତି । ପୁରୀ ବାସିନ୍ଦାଙ୍କର ଆସା ସଞ୍ଜୟ ପ୍ରାର୍ଥି ହୋଇପାରନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଦୁଇଜଣ ରାଜଜୁବ ବିଜେଡି ଉପସଭାପତି, ସୁବାଶିଷି ଖୁଣ୍ଟିଆ, ସୁନିଲୀ ମହାନ୍ତି । ଦୁଇଜଣଙ୍କର ପୁରୀରେ ବିଜେଡିର ଦବଦବା ଅଛି । ଜଣଙ୍କର ଇଶାସାରେ -ପୁରୀର ସମସ୍ତ ଅଫିସରୀ ଅନ୍ବାନ କାର୍ୟ୍ୟ ଚାଲୁଥିବାବେଲେ ଆଉଜଣେ ପୂର୍ବତନ ମନ୍ତ୍ରୀ, ବିଧାୟକ ପୂଅ । ଏମାନେ ମଧ୍ୟ ଟିକଟ ପାଇଁ ଆସାଇ ଥିବାର ଚର୍ଚ୍ଚାରେ ଅଛନ୍ତି । ଏବଂ ଆଉ ଜଣେ ହେଲେ ବିଜେଡ଼ିର ତୃଣମୂଳସ୍ତରରୁ ଆସିଥିବା ଥରେ ଜିଲ୍ଲା ପରିଷଦ ଦୁଇଥର ପୁରୀ ସଦର ଚ୍ୟାୟାରମ୍ୟାନ । ଏବଂ ବର୍ତ୍ତମାନର ସଦର ଚ୍ୟାୟାରମ୍ୟାନ । ଏବଂ ପୁରୀ ସଦର ଗଡ ଜଗିଥିବା ନେତା ସବୁବେଳେ ଲୋକଙ୍କ ଦୁଖଃ ସୁଖର ସାଥି ଦିବାକର ପ୍ରତଙ୍କୁ ମଧ୍ୟ ବିଜେଡି ଟିକଟ ଦେଇପାରେ । ତେଣୁ କିଏ ହେବ ପାର୍ଥି । ଏବେଠାରୁ ଚାଲିଲାଣି ବିଜେଡୀ ରଣନୀତି ।

Leave a Reply

Your email address will not be published.