ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଲିଜେଣ୍ଡ୍ସ୍ ଟି 20 କ୍ରିକେଟ ଲିଗ୍ ମ୍ୟାଚ

କଟକ, (ନାଗରାଜ ନ୍ୟୁଜ): ବାରବାଟୀ ଷ୍ଟାଡିଅମରେ ଆୟୋଜିତ ହେବ ଲିଜେଣ୍ଡ୍ସ୍ ଟି 20 କ୍ରିକେଟ ଲିଗ୍ ମ୍ୟାଚ । ଆସନ୍ତା ସେପ୍ଟେମ୍ବର ମାସ 27 ,29 ଓ 30 ତାରିଖ ରେ ଏହି ଟୁର୍ଣ୍ଣାମେଣ୍ଟ ବାରବାଟୀ ରେ ଖେଳାଯିବ । କ୍ରିକେଟରୁ ଅବସର ନେଇଥିବା 50ରୁ ଉର୍ଦ୍ଧ ଆନ୍ତଜାତିୟ କ୍ରିକେଟ ଖେଳାଳି ଏହି ଲିଗରେ ଅଶଂ ଗ୍ରହଣ କରୁଛନ୍ତି ।ଦେଶର 6ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।।କଟକ ସମେତ କୋଲକାତା, ଦିଲ୍ହୀ, ରାଜକୋଟ, ଯୋଧପୁର,lucknow 5 ଟି ଭେନୁ ରେ ହେବ ମ୍ୟାଚ ।।ଏହି ଟୁର୍ନାମେଣ୍ଟ ରେ ମୋଟ 4 ଟିମ ଅଂଶ ଗ୍ରହଣ କରୁଛନ୍ତି । ଟିକେଟ ଦର ଆୟୋଜକ ନିର୍ଧାରଣ କରିବେ । ଟିକେଟ ଅନ ଲାଇନ ଓ ଅଫ ଲାଇନ ରେ ମିଳିବ।।ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା । ଖେଳାଳିଙ୍କ ତାଲିକାରେ ଭାରତରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେଓ୍ବାଗ, ହରଭଜନ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ସେହିପରି ବିଦେଶ ରୁ କ୍ରିସ ଗେଲ, shen watshon, bret lee, jonty rodes, dale styne , jaysuriya , ପ୍ରମୁଖ ଯୋଗ ଦେବେ ।

Leave a Reply

Your email address will not be published.