ଅଜଣା ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର

ପୁରୀ,(ନାଗରାଜ ନ୍ୟୁଜ): ଶଙ୍କରପୁର ଗ୍ରାମର ଶଙ୍କରେଶ୍ୱର ମନ୍ଦିର ଚନ୍ଦନ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁ ଘଟିଛି । ପୋଖରୀରେ ଭାସୁଥିବା ମୃତ୍ୟୁ ଦେହ ଦେଖି ସ୍ଥାନୀୟ ଲୋକେ ବାସେଳି ସାହି ପୋଲିସ କୁ ଖବର ଦେଇଥିବା ବେଳେ ସଙ୍ଗେ ସଙ୍ଗେ ବାସେଳି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାସେଳି ସାହି ପୋଲିସ କହିବା ପରେ ମୃତ୍ୟୁ ଦେହ ସ୍ଥାନୀୟ ଗ୍ରାମ ବାସୀ ଅଖାରୀ ବେହେରା,କାଳିଆ ସାମଲ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published.