ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ଏକ ଅଜଣା ସ୍କୁଟି

ଆଠଗଡ,(ନାଗରାଜ ନ୍ୟୁଜ): ପୁଣି ମୁଣ୍ଡଳୀ ବ୍ୟାରେଜ ଉପରେ ଏକ ଅଜଣା ସ୍କୁଟି ସହ ହେଲମେଟ ଓ ଚପଲଥିବାରୁ ନଦୀକୁ ଡେଇଁ ପଡିଥିବା ସନ୍ଦେହକରି ଘଟଣା ସ୍ଥଳରେ ତଦନ୍ତ କରୁଛି ବାରଙ୍ଗ ପୋଲିସ । ଆଠଗଡରୁ ଅଗ୍ନିଶମ ଉଦ୍ଧାରକାରୀ ଟିମ୍ ମୁତ୍ତୟନ। ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା । କେହି ସ୍କୁଟି ରଖି ମହାନଦୀ କୁ ଡେଇଁଛି ।

Leave a Reply

Your email address will not be published.