କିଚା ସୁଦୀପ ସାର୍ ଙ୍କୁ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା

ପୁରୀ,(ନାଗରାଜ ନ୍ୟୁଜ): ଲକ୍ଷ ଲକ୍ଷ ହୃଦୟର ହିରୋ କିଚା ସୁଦୀପ ସାର୍ ଙ୍କୁ ବାଲୁକା କଳା ମାଧ୍ୟମ ରେ ଜନ୍ମଦିନ ର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ସେ ପୁରୀ ର ଲାଇଟ ହାଉସ ବେଳାଭୂମି ରେ 20ପୁଟ ଓସାର ର ବିଶିଷ୍ଟ କୀଚା ସୁଦୀପ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ବାଲୁକା କଳା ମାଧ୍ୟ୍ୟମରେ ଜନ୍ମଦିନ ର ଅଭିନନ୍ଦନ ଜଣାଇଛନ୍ତି | ଏହି ବାଲୁକା କଳାଟି 20ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା | ଏଥିରେ ସେ ” Hero of Millions Heart Kichcha Sudeep sir Happy Birthday” ର ବାର୍ତ୍ତା ଦେଇଛନ୍ତି |

Leave a Reply

Your email address will not be published.