୯ ଫୁଟର ଅହିରାଜ ଉଦ୍ଧାର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଖଙ୍କିରା ରାମେଶ୍ବର ଠାକୁରଙ୍କ ମନ୍ଦିର ମଧ୍ୟରୁ ନଅଫୁଟର ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ପୂଜକ ପ୍ରସନ୍ନ ପତି ସଂଧ୍ୟା ଦେବାକୁ ଯାଇଥିବାବେଳେ ୨ୟ ପାହାଚରେ ଅହିରାଜ ଶୋଇ ରହିଥିଲା ପୂଜକ ଏହା ଦେଖି ଲୋକଙ୍କୁ ଡାକ ଛାଡିଥିଲେ ସେଠାରେ ବହୁଲୋକ ରୁଣ୍ଡ ହେଇଥିଲେ ଓ ସ୍ନେକରିସକ ଟିମରସଦସ୍ୟ ସତ୍ୟସୁନ୍ଦର ସ୍ୱାଇଁ ଓ ଖଙ୍କିରାଫରେଷ୍ଟ ଅଫିସର ରଶ୍ମିରଂଜନ ଦାସ ଉପସ୍ଥିତ ହୋଇ ଏହି ସାପଟିକୁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଛାଡିଦିଆଯାଇଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.