କଟକ ଛାତ୍ର ବିଜେଡି ପକ୍ଷରୁ କ୍ୟାମ୍ପସ କମିଟିର ଶୁଭାରମ୍ଭ

କଟକ,(ନାଗରାଜ ନ୍ୟୁଜ): କଟକ ଛାତ୍ର ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ର ଶୁଭାରମ୍ଭ । ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୬ଟି କଲେଜ ରେ ଆରମ୍ଭ ହେଲା କ୍ୟାମ୍ପସ କମିଟି। ପ୍ରଥମ ପର୍ଯ୍ୟାୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ , ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ , ଜେକେବିକେ କଲେଜ, କଟକ କଲେଜ, ଚୌଦ୍ୱାର କଲେଜ ଓ ଲଷ୍ମୀନାରାୟଣ କଲେଜ। ଯୋଗଦେଲେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ରାଜ୍ୟ ବିଜୁ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ। କଲେଜ ରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି ଯୁବ ବିଧାୟକ।

Leave a Reply

Your email address will not be published.