ତିନି ଦିନିଆ ରିମାଣ୍ଡରେ ନେଲା ପୋଲିସ୍

କଟକ,(ନାଗରାଜ ନ୍ୟୁଜ): କଟକରେ ନକଲି ଔଷଧ କାରବାର ମାମଲା ରେ ଗୟା ରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ରେ ନେବାକୁ ଅନୁମତି ପ୍ରଦାନ କଲେ କଟକ SDJM କୋର୍ଟ।ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ।୫ ଦିନିଆ ରିମାଣ୍ଡ ରେ ନେବାକୁ ଆବେଦନ କରିଥିଲା ପୁରିଘାଟ ଥାନା ପୋଲିସ। ଅନ୍ୟପଟେ ୩ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡ ରେ ଆଣିଥିଲା କଟକ କମିଶନରେଟ୍ ପୋଲିସ। ସେହିଭଳି ଭାବରେ ତଦନ୍ତ ବର୍ତ୍ତମାନ ଜାରି ରହିଛି ଯଦି ଆଉ କାହାର ସଂପୃକ୍ତି ର ସୂଚନା ମିଳେ ତେବେ ଗିରଫଦାରୀ ର ସଂଖ୍ୟା ବୃଦ୍ଧି ପାଇବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

Leave a Reply

Your email address will not be published.