ଜଳକ୍ରୀଡା କରି ମନୋରଞ୍ଜନ କରାଇଲେ ଜଙ୍ଗଲି ହାତୀ

ଭୂବନେଶ୍ବର: ଜଳକ୍ରୀଡା କରି ମନୋରଞ୍ଜନ କରାଇଲେ ଜଙ୍ଗଲି ହାତୀ । ସନ୍ଧ୍ୟା ସାଢେ ୫ଟା ବେଳେ ଏଭଳି ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ମିଳିଛି ଭୁବନେଶ୍ଵର ଉପକଣ୍ଠ ଭରତପୁର ରିଜର୍ଭ ଫରେଷ୍ଟରେ ହାତୀଙ୍କ ଲାଗି ଖୋଳାଯାଇଥିବା ପୁଷ୍କରଣିରେ । କୋଭିଡ କଟକଣା ଭିତରେ ମନୋରଞ୍ଜନରୁ ବଞ୍ଚିତ ଥିବା ଲୋକଙ୍କୁ ପାଇଁ ଏହା ଥିଲା ସୌଭାଗ୍ୟ । ଏଭଳି ସୁଯୋଗ ହାତ ଛଡା ନକରି ଉପଭୋଗ କରିଛନ୍ତି ରାଜଧାନୀ ଉପକଣ୍ଠ ବାସି ।

 

Leave a Reply

Your email address will not be published.