ମୌସୁମି ଅଧିବେଶନ ପୂର୍ବରୁ ବିରୋଧି ଦଳର ରଣନୀତି ପ୍ରସ୍ତୁତ, ୧୪ରେ ବସିବ କଂଗ୍ରେସର ଦଳୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ମୌସୁମି ଅଧିବେଶନ ପୂର୍ବରୁ ବିରୋଧି ଦଳ କଂଗ୍ରେସ ନିଜର ଅଙ୍କକଷା ଆରମ୍ଭ କରିସାରିଛି । ନୂଆ ରଣନୀତି ପ୍ରସ୍ତୁତ…

ମନେରଗା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: କରୋନା ମହାମାରି ସମୟରେ ରାଜ୍ୟ ସରକାର ପ୍ରଥମେ ଭୂମିହୀନ ଚାଷୀଙ୍କ ପାଇଁ ୧,୬୯୦ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ବିଜେପି ପକ୍ଷରୁ ଗଁଦିଆ ବ୍ଲକ ଘେରାଉ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କ ପାଇଁ ସରକାର ଘର ଯୋଗାଇ ଦେଉଥିବା ବେଳେ…

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ ଦୁଇଟି ଟିକା ଉପରେ ଗୁରୁତ୍ୱ

ଭୂବନେଶ୍ବର: ଜୁଲାଇ ୧୯ ତାରିଖରୁ କୋଭିଡ ପ୍ରୋଟୋକଲ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଉପରାଷ୍ଟ୍ରପତି ଓ…

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଭୂବନେଶ୍ବର: ଆଜି ଲୋକସେବା ଭବନ ସମ୍ମିଳନୀ ହଲରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଜନସେବା…

ଅବାସ ଯୋଜନା ଦୂର୍ନିତୀ ପ୍ରତିବାଦରେ ବାରଙ୍ଗ ବ୍ଳକରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବାରଙ୍ଗ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟପକ ଅନିୟମିତା ପ୍ରତିବାଦରେ  ବାଙ୍କୀ ବିଜେପି ନେତା ସୁଭ୍ରାଂଶୁମୋହନ ପାଢୀଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ବାରଙ୍ଗ…

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ୭ ମହିଳା

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ପୁନଃଗଠନରେ ୪୩ ଜଣ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ବ

ନୂଆଦିଲ୍ଲୀ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ନୂଆ ଦାୟିତ୍ବ ‌। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ପୁନଃଗଠନରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମନ୍ତ୍ରୀ…

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରୁଛନ୍ତି ୪୩ ମନ୍ତ୍ରୀ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀଙ୍କର ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ।…

ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ୪୩ ନୂଆ ମୁହଁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଚେହେରା ସ୍ଥାନ ପାଇବ । ପାଖାପାଖି ୪୩ ଜଣ ନୂଆ ମୁହଁ…