ଏସଆଇଟି ତଦନ୍ତ ଦାବୀ କଲେ ସୌମ୍ୟରଞ୍ଜନଙ୍କ ବାପା

କଟକ, (ନାଗରାଜ ନ୍ୟୁଜ ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନେ୍ଦହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କିମ୍ବା ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ଦାବୀ କରି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର । ଘଟଣାର ୮୧ ଦିନ ପରେ ମଧ୍ୟ ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ ମାମଲା ରୁଜ୍ଜୁ କରାଯାଇଛି । ଡିଜି ପୋଲିସ, ଏଡିଜି କ୍ରାଇମବ୍ରାଞ୍ଚ, ସିବିଆଇ ଏବଂ ଗୃହ ସଚିବ ପକ୍ଷଭୁକ୍ତ କରାଯାଇଛି ।

Leave a Reply

Your email address will not be published.