ମା ଭଟ୍ଟାରିକାଙ୍କ ପୀଠରେ ଜାରି ହେଲା ୧୪୪ ଧାରା

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ଜାରି କଲେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ । ମହାନଦୀ ର ବନ୍ୟା ଜଳ ମା ଭଟ୍ଟାରିକା ଙ୍କ ମନ୍ଦିର କୁ ସମ୍ପୂର୍ଣ୍ଣ ରୂପେ ଘେରି ରହିଥିବା ବେଳେ ମା ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ହେଉଥିବାରୁ ଜାରି କରାଗଲା ୧୪୪ ଧାରା ।

Leave a Reply

Your email address will not be published.