ବୀରବରପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା

କଟକ,(ନାଗରାଜ ନ୍ୟୁଜ): ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବର ପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋବିନ୍ଦ ପାତ୍ର,ତାଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ପୁଅ ଝିଅ (ସମସ୍ତ 4 ଜଣ)ଖାଦ୍ୟ ବିଷାକ୍ତକରଣ ପ୍ରଭାବରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଶିଶୁ ପୁଅ ଓ ଝିଅ ଜୀବନ ଚାଲିଗଲା । ଏବଂ ଏବେ ମଧ୍ଯ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.