ମହାନଦୀରେ ବୁଡ଼ି ଯୁବକ ନିଖୋଜ

କଟକ,(ନାଗରାଜ ନ୍ୟୁଜ): କଟକ ଚହଟା ନିକଟରେ ମହାନଦୀ ରେ ବୁଡ଼ି ଯୁବକ ନଦୀରେ ବୁଡି ଯୁବକ ନିଖୋଜ। ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଖୋଜା କାର୍ଯ୍ୟ ଜାରି ରଖିଛନ୍ତି। ସୂଚନାନୁସାରେ ଆଜି ସକାଳ 6 ଟା ସମୟରେ କଟକ ହାଇକୋର୍ଟ ଛକ ଅଞ୍ଚଳର ଧନଞ୍ଜୟ ପଣ୍ଡା ନାମକ ଜଣେ ଯୁବକ ନଦୀରେ ବୁଡ଼ିଯାଉଥିବା ବେଳେ ସେଠାରେ ଗଧାଉ ଥିବା ବେଳେ ଲୋକେ ଦେଖିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ନିଜର ଗାଡ଼ି ରଖି ନଦୀରେ ଆତ୍ମହତ୍ୟା କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଯୁବକଙ୍କୁ ଠାବ କରାଯାଇ ପାରିନାହିଁ।

Leave a Reply

Your email address will not be published.