ବିଜେପିର କାର୍ଯ୍ୟକାରିଣୀ ବୈଠକ

କଟକ,(ନାଗରାଜ ନ୍ୟୁଜ): ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ କଟକ ଜିଲ୍ଲା କୁରାଙ୍ଗଶାସନ ସ୍ଥିତ ମିରା କୋଟୟାର୍ଡ ପରିସରରେ ଅନିଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଦଳିୟ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟ ବୈଠକ ରେ ଅନ୍ୟମାନଙ୍କ ମଧ୍ଯରେ ବିଜୟପାଲ ସିଂ ତୋମାର, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ରଞ୍ଜନ ମହାନ୍ତି ପ୍ରମୁଖ ସହ ବହୁ ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published.