ପ୍ରକାଶ ପାଇଛି ସିବିଏସସି ପରୀକ୍ଷା ଫଳାଫଳ

କଟକ,(ନାଗରାଜ ନ୍ୟୁଜ): ପ୍ରକାଶ ପାଇଛି ସିବିଏସସି ପରୀକ୍ଷା ଫଳାଫଳ। ନିଜର ରେଜଲ୍ଟ କୁ ନେଇ ବେଶ୍ ଖୁସି ହୋଇଛନ୍ତି ପାସ୍ କରିଥିବା ଛାତ୍ରଛାତ୍ରୀ। ଏ ନେଇ କଟକ ଗଣ୍ଡରପୁରସ୍ଥିତ ଲାଲା ଲଜପତି ରାୟ ଡିଏଭି ପବ୍ଲିକ ସ୍କୁଲ୍ ସଫଳ ହାସଲ କରିଛି। ସ୍କୁଲ ର ଛାତ୍ରଛାତ୍ରୀ ମାନେ ୯୫ ପ୍ରତିଶତରୁ ଅଧିକ ମାର୍କ୍ ରଖି ଟପ୍ପର ହୋଇଛନ୍ତି। ନିଜର ମାର୍କକୁ ନେଇ ଉତ୍ସାହିତ ହେବା ସହ ସ୍କୁଲ୍ କ୍ୟାମ୍ପସ୍ ରେ ସେଲିବ୍ରେସନ କରିଛନ୍ତି।

Leave a Reply

Your email address will not be published.