ଦେବାଶିଷ ଦାସଙ୍କ ମୃତଦେହ ଠାବ

କଟକ, (ନାଗରାଜ ନ୍ୟୁଜ): ବିଜେବି କଲେଜର ଲାବ୍ରୋଟାରୀ ମୁଖ୍ୟ ଦେବାଶିଷ ଦାସଙ୍କ ମୃତଦେହ ଆଜି ଠାବ ହୋଇଛି । କଟକ କିଶନନଗର ତହସିଲ ଅନ୍ତର୍ଗତ ସିର୍ଲୋ ଠାରେ ମୃତଦେହ ମିଳିଥିଲା । ସ୍ଥାନୀୟ ଲୋକେ ଏକ ମୃତଦେହ ଭାସୁଥିବାର ଖବର ପାଇ ଥାନାକୁ ଜଣାଇବା ପରେ ହିଁ ପରିଚୟ ଜଣାପଡିଥିଲା । ଗତକାଲି ମହାନଦୀ ପୋଲରୁ ଡେଇଁ ବଡି ଆତ୍ମହତ୍ୟା କରିଥିଲେ ଦେବାଶୀଷ । ପାରିବାରିକ କଳହରୁ ଏଭଳି କରିଥିବା ଜଣାପଡିଛି । ଆଉ ଗତକାଲି ପରିବାର ଲୋକେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published.