ଦେଓଗାଁ ସମବାୟ ସମିତିରେ ନିର୍ଦ୍ୱନ୍ଦରେ ସଭାପତି ଚୟନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ଦେଓଗାଁ ସମବାୟ ସମିତିରେ ନିର୍ଦ୍ୱନ୍ଦରେ ଶେଷ ହୋଇଛି ସଭାପତି ଚୟନ l ହିମାଂଶୁ ମହାପାତ୍ର ହେଲେ ଦ୍ୱିତୀୟ ଥର ପାଇଁ ସଭାପତି l ଆଗରୁ ସମବାୟ ସମିତି ପାଇଁ ତାଙ୍କର ନିସ୍ଵାର୍ଥପର କାର୍ଯ୍ୟ ରେ ସମିତି ର ସମସ୍ତ ସଦସ୍ୟ ମାନେ ଅତ୍ୟନ୍ତ ଖୁସି ଥିଲେ l ଯାହାକି ଆଜି ପୁନର୍ବାର ହିମାଂଶୁ ମହାପାତ୍ର ଙ୍କୁ ସମବାୟ ସମିତି ର ସଭାପତି ଭାବେ ଦେଖି ଆଗକୁ କିଛି ଉନତି ମୂଳକ କାମ ହୋଇ ପାରିବ ବୋଲି ଆସା ପ୍ରକାଶ କରିଛନ୍ତି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.