ଗଁଦିଆରେ ଆମ ଓଡିଶା ପକ୍ଷରୁ ପରୀକ୍ଷା

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସମ୍ବାଦ ‘ଆମ ଓଡିଶା”ପକ୍ଷରୁ ଚିତ୍ରାଙ୍କନ ହସ୍ତାକ୍ଷର ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛିସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆ ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଗଁଦିଆ ହାଇସ୍କୁଲ ସହଦେଵ ବିଦ୍ୟାପୀଠ ସରକାରୀ ବାଳିକା ହାଇସ୍କୁଲ କପିଳାସ ଦେଓଗାଁ ହାଇସ୍କୁଲ ସୋରିଶିଆପଦା ହାଇସ୍କଲ ମଠତେନ୍ତୁଳିଆ ହାଇସ୍କୁଲ ଷଡଙ୍ଗୀ ହାଇସ୍କୁଲ ମନ୍ଦାର ହାଇସ୍କୁଲ ନୂଆଗଡ ହାଇସ୍କୁଲ ପିଙ୍ଗୁଆ ହାଇସ୍କୁଲ ଲାଉଲଇ ହାଇସ୍କୁଲ ସରସ୍ୱତୀ ଶିଶୁମନ୍ଦିର ଗଁଦିଆ ପାଟଣାଶ୍ରୀରାମଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟଷଡଙ୍ଗୀ ନୋଡାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ମୋଟ୩୮୦ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ଚିତ୍ରାଙ୍କନ ରେ୨୮ଜଣ ହସ୍ତାକ୍ଷର ରେ୫୯ଜଣ ଭାଷା ଜ୍ଞାନରେ୧୧୨ଜଣ ପ୍ରବନ୍ଧ ରେ୧୮୧ଜଣ ପରୀକ୍ଷା ଦେଇଥିଲେ l

ଚିତ୍ରାଙ୍କନ ରେ ପ୍ରଥମ ସଚ୍ଚିଦାନନ୍ଦ ବିହାରୀ ଦ୍ୱିତୀୟ ସୁଶ୍ରୀ ସାଇ ସଂସ୍କୃତି ତୃତୀୟ ମନୋରଞ୍ଜନ ବାରିକ ହସ୍ତାକ୍ଷର ରେ ପ୍ରଥମ ଲଷ୍ମୀପ୍ରିୟା ଦାସ ଦ୍ଵିତୀୟ ଅନିନ୍ଦିତା ମହାରଣା ତୃତୀୟ ଶ୍ରଦ୍ଧା ବିଶ୍ୱାଳ ଭାଷା ଜ୍ଞାନ ପରୀକ୍ଷାରେ ପ୍ରଥମ ଦୋଳଗୋବିନ୍ଦ ପଣ୍ଡା ଦ୍ଵିତୀୟ ଅଭିପସା ସୋମାଲିକା ଧଳ ତୃତୀୟ ବିଜୟ କୁମାର ଗାହନ ମହାମହିମ ରାଜ୍ୟପାଳ ଙ୍କ ଦ୍ଵାରା ଅନୁଷ୍ଠିତ ପ୍ରବନ୍ଧ ପରୀକ୍ଷାରେ ପ୍ରଥମ ଶିବାନୀ ନାଥ ଦ୍ୱିତୀୟ ପାନୀ ମାରାଣ୍ଡି ତୃତୀୟ ଏଲ ପି ସୁହାନା ପୋଥାଲ କୃତିତ୍ୱ ଅର୍ଜନ କରିଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ ପରୀକ୍ଷା ପରିଚାଳନା ମୁଖ୍ୟ ଦାଇତ୍ଵ ରେ ରହିଥିଲେ l ଶିକ୍ଷକ/ଶିକ୍ଷୟତ୍ରୀ ଦୀପ୍ତିମୟୀ ଲେଙ୍କା କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ବିପିନ ବିହାରୀ ମହାଳିକ ମଳୟ କୁମାର ଜେନା ଅର୍ଚନା ସାହୁ ମଧୁଲିକା ରାଉଳ ବିଜୟା ନନ୍ଦ ପ୍ରଧାନ ଜିତୁ ରଞ୍ଜନ ନାୟକ ମମତା ମୟୀ ସାହୁ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିବା ସହିତ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ କର୍ମଚାରୀ ଶତ୍ରୁଘ୍ନ ସାହୁ ଓ ସାମ୍ବାଦିକ ସୁଦାମ କୁମାର ସାହୁ ସୌମ୍ୟ ରଞ୍ଜନ ମହାନ୍ତି ସହଯୋଗ କରିବା ସହିତ ଗଁଦିଆ ପ୍ରତିନିଧି ମହେନ୍ଦ୍ର କୁମାର ସାହୁ ପରୀକ୍ଷା ପରିଚାଳନା କରିଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.