ରଥଯାତ୍ରା ପାଇଁ ପୁରୀରେ ଖାଦ୍ୟ ଓ ଜଳ ବଣ୍ଟନ

ପୁରୀ, (ନାଗରାଜ ନ୍ୟୁଜ): ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ପୁରୀ ସହରରେ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଭକ୍ତଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଓ ଜଳଖିଆ ଆଦି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ସକାଳ ୭ଟାରୁ ରାତ୍ର ୧୦ ଘଣ୍ଟିକା ଯାଏଁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.