ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଦୀର୍ଘ ଦିନ ଅଭିଯୋଗ କ୍ରମେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଏସଡିପିଓ କେ. କେ ହରିପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ କୁଲିଓଣା ପୋଲିସ ସହଯୋଗରେ ତିନୋଟି ବେଆଇନି ଗୋଚାଲାଣ କରୁଥିବା ଜବତ କରି ପାଞ୍ଚ ସହ ରୁ ଉର୍ଦ୍ଧ ଗୋମାତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନର ତତ୍ପରତା ନିଶ୍ଚିତ ଭାବରେ ପ୍ରଶଂସନୀୟ ଅଟେ । ଦେବସେନା ଓଡିଶା ପ୍ରଦେଶ ପରିବାର ଏସଡିପିଓ ହରିପ୍ରସାଦ ମିଶ୍ରଙ୍କୁ ତଥା କୁଲିଓଣି ପୋଲିସ ଅଧିକାରୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି ।
ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ