ଗୋପବନ୍ଧୁ ଶ୍ରାଦ୍ଧ ଦିବସ ପାଳିତ

ଖଇରା, (ନାଗରାଜ ନ୍ୟୁଜ): ଵାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ସାର୍ବଜନିନ ଦୁର୍ଗାମଣ୍ଡପ ପରିସରରେ ଉକ୍ରଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଵରିଷ୍ଠ ସାମ୍ବାଦିକ ଅନାମ ଚର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉସ୍ରବ ରେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ନ୍ତଯ୍ୟାମି ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁ ଙ୍କ ନୀତି ଓ ଆର୍ଦଶ ଉପରେ ଅନୁପ୍ରାଣିତ ହେଵାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପର୍ଣକରିଥିଲେ ।ଏଥିରେ ରାଧାକାନ୍ତ ପାତ୍ର,ପ୍ରହ୍ଲାଦ ଧର,କରୁଣାକର ମହାନ୍ତି,ମାନସ କୁମାର ଜେନା ,ମାନସ କୁମାର ସୁତାର,ଅଧ୍ୟାପକ ଦ୍ୱାରିକାନାଥ ଶତପଥୀ,ମହତିପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମଧୁସୂଦନ ଦାସ,ଅଵସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.