ସାମ୍ନାକୁ ଆସିଲା ନବୀନଙ୍କ ନୂଆ ଟିମ୍ ର ତାଲିକା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ସାମ୍ନାକୁ ଆସିଛି ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ନୂଆ ସଦସ୍ୟଙ୍କ ତାଲିକା । ନୂଆ ମନ୍ତ୍ରୀ ତାଲିକାରେ ସାମିଲ ହୋଇଛନ୍ତି ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ୱିନ ପାତ୍ର, ରୀତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରୀତିରଞ୍ଜନ ଘଡେଇ ଓ ପ୍ରଦୀପ ଅମାତ ।

Leave a Reply

Your email address will not be published.