ଅସ୍ତରଙ୍ଗ ବୃଦ୍ଧାଶ୍ରମରେ ସ୍ୱାଧୀନତା ଦିବସ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ନିଆରା ଢଙ୍ଗରେ ପାଳନ କଲେ ସ୍ୱାଧୀନତା ଦିବସ । ଉଦୟ ଶ୍ରୀକ୍ଷେତ୍ର ତରଫରୁ ଅସ୍ତରଙ୍ଗ ବୃଦ୍ଧାଶ୍ରମରେ ବସ୍ତ୍ର ଦାନ ଦୈନଦିନ ସାମଗ୍ରୀ ଓ ଫଳ ବଣ୍ଟନ ସହ ପାଳିଲେ ସ୍ୱାଧୀନତା ଦିବସ । ଏହି ସଭାରେ ପ୍ରତିଷ୍ଠାତା ସଦସ୍ୟ ନୃସିଂହ ଚରଣ ରଥ ପତକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉଦୟ ଶ୍ରୀକ୍ଷେତ୍ର ର ପ୍ରତିଷ୍ଠାତା କାଳି ପ୍ରସାଦ ମିଶ୍ର ସମାଜସେବୀ ଆଦିତ୍ୟା ନାରାୟଣ ବାରିକ୍ ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଜେନା ଯୁବ ସଂଗଠକ ରମେଶ ବେହେରା ପୂର୍ଣ୍ଣଚନ୍ଦ୍ର ସାମନ୍ତରା,କ୍ଷେତ୍ର ମୋହନ ରଣା,ବିରୁ,ନାରାୟଣ ବେହେରା ଉପସ୍ଥିତି ଥିଲେ ।

Leave a Reply

Your email address will not be published.