ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର

କଟକ,(ନାଗରାଜ ନ୍ୟୁଜ): ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର । ତାଙ୍କର କଟକ ସ୍ଥିତ OSL କାର୍ଯ୍ୟାଳୟରେ ଆଜି ରେଡ୍ କରିଛି ସିବିଆଇ । ଦୀର୍ଘ ସମୟ ଧରି ଛାନଭିନ୍ ଚାଲିଛି । ମହିମା ମିଶ୍ରଙ୍କ ଅଫିସ ପରେ କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରେ ତାଙ୍କୁ ପଚରାଉଚରା କରାଯିବ ନେଇ ସୂଚନା ରହିଛି । ତେବେ କେଉଁ କାରଣରୁ ରେଡ୍ ହୋଇଛି ତାହା ଜଣାପଡି ନାହିଁ । ସେପଟେ ପାରଦୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ରେଡ୍ କରିଥିବାର ସୂଚନା ମିଳିଛି ।

Leave a Reply

Your email address will not be published.