ଖରସ୍ରୋତା ପାଣି ବିବାଦର ମାଷ୍ଟର ମାଇଣ୍ଡ କୃଷ୍ଣ ଚନ୍ଦ୍ର ପଣ୍ଡା ଗିରଫ

ଗଁଦିଆ, (ସୌମ୍ୟରଂଜନ ମହାନ୍ତି): କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଘା ଜଳ ପ୍ରୋଜେକ୍ଟ ବ୍ରାହ୍ମଣୀ । ଖରସ୍ରୋତା ପାଣି ବିବାଦର ମାଷ୍ଟର ମାଇଣ୍ଡ କୃଷ୍ଣ ଚନ୍ଦ୍ର ପଣ୍ଡା ଗିରଫ । ଆଜି ଗଁଦିଆ ବ୍ଲକ ସନ୍ତସରା ଫାର୍ମ ହାଉସରୁ ପଣ୍ଡାକୁ ଗନ୍ଦିଆ ଥାନାର ଆଇଆଇସି ବିଷ୍ଣୁ ଚରଣ ବାରିକ ଗିରଫ କରିଛନ୍ତି । ଏଥିସହିତ ରାଜକନିକା ପୋଲିସିର ଜିମା ଦେଇଛନ୍ତି ।

Leave a Reply

Your email address will not be published.