ମନ ବୃନ୍ଦାବନ ପୁସ୍ତକ ଲୋକାର୍ପଣ

ପୁରୀ,(ନାଗରାଜ ନ୍ୟୁଜ): ଆଜି ପୁରୀ ୟୁଥ ହଷ୍ଟେଲ ପରିଶରୀରରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ୨ୟ କବିତା ସଂକଳନ ମନ ବୃନ୍ଦାବନର ଶୁଭ ଲୋକାର୍ପଣ ହୋଇଯାଇଛି । ଏହି ମଞ୍ଚରେ କୈଳାସ ଚନ୍ଦ୍ର ଟିକାୟତ ରାୟ, ପ୍ରତିମା ମିଶ୍ର, ପ୍ରଭାତ ରଥ, ରମେଶ ଦାସ, ଚନ୍ଦ୍ର ଶେଖର ମହାରଣା, ଆର୍ତତ୍ରାଣ ମାନସିଂହ, ହେମନ୍ତ କୁମାର, ନବୀନ ଦଳାଇ ଓ ହେମାଙ୍ଗିନୀ ମହାନ୍ତି ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସଭାରେ କବିତା ପାଠ ହୋଇଥିଲା । କବିତା ମନ ବୁନ୍ଦାବନ ସମସ୍ତଙ୍କ ମନ ମୋହିଥିଲା ।

Leave a Reply

Your email address will not be published.