ଆଷାଢ ପୂର୍ଣ୍ଣିମା ପାଇଁ ସାମୁହିକ ବୈଠକ ଓ ବୃକ୍ଷ ରୋପଣ

ଟିଟଲାଗଡ,(ନାଗରାଜ ନ୍ୟୁଜ): ରବିବାର ଦିନ ଚଳିତ ମାସ ର ପୁର୍ଣିମା ର 2ଦିନ ପୂର୍ବରୁ ଅର୍ଥାତ “ଆଷାଢ଼ ପୁର୍ଣିମା” ଉପଲକ୍ଷେ ସାମୁହିକ ବୈଠକ ସାଙ୍ଗ କୁ ଭନ୍ତେ ମେତ୍ତlନନ୍ଦ ଙ୍କ ତତ୍ୱାବଧାନରେ ତଥା ସଦ୍ଧମ ପାଠଶାଲl,ଶାଗୁଣାମୁଡା ଠାରେ ‘ସଦ୍ଧମ ପାଠଶାଳା” ର ବିଦ୍ୟlର୍ଥୀ ଏବଂ ମାତା ସାବିତ୍ରୀବାଇ ଫୁଲେ ମାତୃମଣ୍ଡଳୀ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ସବୁଜ, ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସଂକଳ୍ପ ନିଆଗଲା ତାସଙ୍ଗେ ବୃକ୍ଷ୍ୟ ଗୁଡିକ ର ଯତ୍ନ ତଥା ସୁରକ୍ଷା ନେବାପାଇଁ ସମସ୍ତ ଗ୍ରାମବାସୀ ଙ୍କ ସାହାଯ୍ୟ, ସହଯୋଗ ଓ ସହାଭାଗିତା କାମନା କରାଗଲା l

Leave a Reply

Your email address will not be published.