ବିଜେଡିରେ ଯୋଗଦେଲେ ୫୦ରୁ ଉର୍ଦ୍ଧ୍ଵ କର୍ମୀ

ପୁରୀ, (ନାଗରାଜ ନ୍ୟୁଜ): ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବ୍ରଜରାଜନଗର ମୁନିସପାଲିଟିର ଭାରତୀୟ ଜନତା ପାର୍ଟି SC ସେଲ୍ ର ମଣ୍ଡଳ ସଭାପତି ହରି ଶଙ୍କର ମହାପାତ୍ରଙ୍କ ନେତୃତ୍ବରେ ୫୦ରୁ ଉର୍ଦ୍ଧ୍ଵ କର୍ମି ବିଜେପି ଦଳ ପରିତ୍ୟାଗ କରି ଆଜି ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published.