ଏବେ ବି ମାନୁଛନ୍ତି ଲୋକେ ବହୁ ପୁରାତନ ସଂସ୍କୃତି

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଦେଓଂଗା ପଂଚାୟତରେ ଏବେ ବି ଦେଖିବାକୁ ମିଳୁଛି ପ୍ରାଚୀନ ସଂସ୍କୃତି । ଯାହାକି ଦୁଇ ଗଛର ବାହାଘର । ବର ଗଛ ଓ ଓସ୍ତୋ ଗଛ । ଆଜି ଯୁଗରେ ଏକ ଅଭିନବ ପ୍ରୟାସ ଲୋକଙ୍କୁ ସଚେତନତାର ବାର୍ତା ଦେବାପାଇଁ । ଯେପରି ଗଛ ଲଗାଓ ସୃଷ୍ଟି ବଞ୍ଚାଅ । ସମସ୍ତେ ଜାଣିଛନ୍ତି ମନୁଷ୍ୟ ଗଛ ଠାରୁ ଅମ୍ଲଜାନ ପାଇଥାଏ । ଆଉ ଗଛ ନଥିଲେ ମନୁଷ୍ୟ ସମାଜ ଧ୍ୱଂସ ହୋଇଯିବ । ପୌରାଣିକ ଦୃଷ୍ଟିରୁ ଯଦି ଦେଖାଯାଉଛି ଏହି ଗଛରେ ଭଗବାନ ଅବତାରଣ କରିଥାନ୍ତି । ଯିଏ ପୂଜା କରନ୍ତି ଅନେକ ଫଳ ପ୍ରାପ୍ତ କରିଥାନ୍ତି । ଏବଂ ପୂଜା ଅର୍ଚନା କରି ସାରା ବିଶ୍ୱରୁ କିପରି ଅମ୍ଳଜାନ ନକମୁ ସେଥିପାଇଁ ଗଛ ନକାଟି ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କରନ୍ତୁ ବୋଲି କହି ଏହି ଗଛ ଦୁଇଟିର ବିଭାଘର କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.