ଷ୍ଟାଲିନ୍ ଙ୍କୁ ନେଇ ଗର୍ବିତ ମା’

କଟକ,(ନାଗରାଜ ନ୍ୟୁଜ): ମୁଖ୍ୟ ଅଙ୍ଗରକ୍ଷୀ ଅଛନ୍ତି ଓଡ଼ିଆ ପୁଅ ଷ୍ଟାଲିନ୍ ମହାନ୍ତି ଘର କଟକ ଜିଲ୍ଲା କଣ୍ଟାପଡା ଶଙ୍ଖୁଆ ଗ୍ରାମରେ । ୨୦୦୪ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ପାସ୍ କରିବା ପରେ ସେନାରେ ସାମିଲ ହୋଇଥିଲେ ଷ୍ଟାଲିନ୍ ମହାନ୍ତି । ପ୍ରେସିଡେନସିଆଲ୍ ଅନରରେ ସମ୍ମୁଖ ଭାଗରେ ରହି କମାଣ୍ଡ ଦେଉଥିଲେ ଷ୍ଟାଲିନ୍ । ପୁଅର ଏହି କାର୍ଯ୍ୟ ପାଇଁ ଗର୍ବିତ ଅଛନ୍ତି ତାଙ୍କ ମା’ । ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସେ ସୂଚାରୁ ରୂପେ ତୁଲାଇ ପାରିବ ବୋଲି କହିଛନ୍ତି ଷ୍ଟାଲିନଙ୍କ ମା’ ।

Leave a Reply

Your email address will not be published.